Category: ରାଜ୍ୟ

ନନ୍ଦଗା କୃଷି ସମିତି ର ସହସମ୍ପାଦକ ମନୋଜ ବଣିଆ ନିଲମ୍ବିତ

ଭବାନୀପାଟଣା:୧୧/୬(ଗ୍ରାମୀଣ ଏକ୍ସପ୍ରେସ )ଧର୍ମଗଡ଼ ବ୍ଲକ ଅଧୀନରେ ଅବସ୍ଥିତ ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତି ର ସହ ସମ୍ପାଦକ ମନୋଜ କୁମାର ବଣିଆଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।…

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

ଭବାନୀପାଟଣା:୯/୬(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି…

ବିଜମରା ପଞ୍ଚାୟତର ସରକାରୀ ସୁବିଧାରୁ ବଞ୍ଚିତ ୬୫ବର୍ଷୀୟ ତ୍ରିନାଥ ବାଣୁଆ

କଳାହାଣ୍ଡି:୬/୦୬(ଗ୍ରାମୀଣ ଏକ୍ସପ୍ରେସ)ବିଜମରା ପଞ୍ଚାୟତର ଚଞ୍ଚରାପଡ଼ା ଅଞ୍ଚଳ ଅନ୍ତର୍ଗତ ଦୁଲକିବନ୍ଧ ଗ୍ରାମର ୬୫ବର୍ଷୀୟ ତ୍ରିନାଥ ବାଣୁଆ ବାର୍ଦ୍ଧକ୍ୟ ପେନସନ ସମେତ ଗୁରୁତ୍ୱପୂର୍ଣ୍ଣ ସରକାରୀ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହେଉଥିବା…

ପୋଖରୀରୁ ନିଖୋଜ ବ୍ୟକ୍ତି ର ମୁଣ୍ଡ ବିହନ ଶବ ଉଦ୍ଧାର,ଗୁଣିଗାରିଡ଼ି ସନ୍ଧେହ

କଳାହାଣ୍ଡି:୨୯/୦୫(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦେପୁର ଗ୍ରାମରେ ହୃଦୟବିଦରକ ଘଟଣା ଦେଖିବାକୁ ମିଳିଛି।ଗୁଣିଗାରିଡି ସନ୍ଦେହରେ ଏକ ହତ୍ୟାକାଣ୍ଡ ଘଟିଛି।ଏକ ପୋଖରୀରୁ ମୁଣ୍ଡ ବିହନ ଗଳିତ…

ମିନଗୁର ମଣ୍ଡିରେ ପାନୀୟ ଜଳ ସମସ୍ୟା

କଲମପୁର:୨୭/୦୫(ଗ୍ରାମୀଣ ଏକ୍ସପ୍ରେସ) ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁଁ ଜନଜୀବନ ଅତିଷ୍ଟ, ଗ୍ରୀଷ୍ମ ଋତୁରେ ସ୍ଥାନେ ସ୍ଥାନେ ପିଇବା ପାଣି ଜଲଛତ୍ର ଯୋଗାଇ ଦିଆଯାଉଛି,ହେଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ…

ବାଣ୍ଡିଗାଁ ପଞ୍ଚାୟତରେ ଛୋଟ କେନାଲ କାମ ପରେ କାର୍ଯ୍ୟକ୍ଷମ ନଳକୂଅ ଅଚଳ

ଜୟପାଟଣା:୨୩/୫(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ବାଣ୍ଡିଗାଁ ପଞ୍ଚାୟତରେ ଏକ କାର୍ଯ୍ୟକ୍ଷମ ନଳକୂଅ ଗତ ଛଅ ମାସ ଧରି ମାଟିରେ ପୋତି ହୋଇ ଅବ୍ୟବହୃତ ହେଇ…

ସଙ୍କଟା ପୂର୍ଣ୍ଣ ଅବସ୍ଥାରେ ଏହି ଯୁବକ ସାହା ହେବା ପାଇଁ କିଏ ନାହାଁନ୍ତି

ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖେଇବାକୁ ଯାଉଛୁ ଯାହା ଆମ ହୃହୟକୁ ମଧ୍ୟ ମର୍ମାହତ କରି ଦେଉଛି, ଆମେ ଚାହୁଁଛୁ ଆମ ଗ୍ରାମୀଣ…

ମାଁ ଲଙ୍କେଶ୍ଵରୀ ଓ ଖମ୍ବେଶ୍ୱରୀ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବାଣ୍ଡିଗାଁ ଠାରେ ଅନୁଷ୍ଠିତ ହୋଇଯାଇଅଛି

ଜୟପାଟଣା:୨୯/୦୪(ଗ୍ରାମୀଣ ଏକ୍ସପ୍ରେସ)ମାଁ ଲଙ୍କେଶ୍ଵରୀ ଦେବୀଙ୍କ ମନ୍ଦିର ୧୯ସହ୨୭ ମସିହାରେ ସ୍ଥାପନ ହେଇ ଥିଲା,ଆଜି ସେହି ଗ୍ରାମ ଦେବୀ ମାଁ ଲଙ୍କେଶ୍ଵରୀ ଓ ଖମ୍ବେଶ୍ୱରୀ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା…

ଗ୍ରାମ ପଞ୍ଚାୟତ ସ୍ଥରୀୟ ଡମ ସମାଜକୁ ନେଇ ବଡପୂଝାରୀଗୁଡ଼ା ଠାରେ ବୈଠକ

କଳାହାଣ୍ଡି:୨୨/୪(ଗ୍ରାମୀଣ ଏକ୍ସପ୍ରେସ) ଆଗାମୀ ଦିନରେ ଡ଼ମ ସମାଜ କୁ ସୁଦୃଢ଼ କରିବା ପାଇଁ ଆଜି ୫ ଟି ଗ୍ରାମର ବଡପୂଝାରୀଗୁଡ଼ା , ସର୍ଗିଗୁଡ଼ା, ପିପଲଗୁଡ଼ା, ବତାସିଗୁଡ଼ା, ପଲସ…