କଳାହାଣ୍ଡି ଜିଲ୍ଲା IAS ଅଫିସର୍ ଭିଜିଲାନ୍ସ ଜାଲରେ

ଧର୍ମଗଡ:୮/୬(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା IAS ଅଫିସର୍ ଭିଜିଲାନ୍ସ ଜାଲରେ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଧରାପଡ଼ିଛନ୍ତି,ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠୁ ୧୦ ଲକ୍ଷ ଟଙ୍କା..

Read Time

ଧର୍ମଗଡ:୮/୬(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା IAS ଅଫିସର୍ ଭିଜିଲାନ୍ସ ଜାଲରେ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଧରାପଡ଼ିଛନ୍ତି,ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍,୪୭ ଲକ୍ଷ ଟଙ୍କା ତାଙ୍କ ବାସଭବନରୁ ଜବତ କରିଛି ଭିଜିଲାନ୍ସ।ତାଙ୍କ କ୍ବାର୍ଟର୍ସରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ,କଳାହାଣ୍ଡି ଜିଲ୍ଲା IAS ଅଫିସର୍ ଭିଜିଲାନ୍ସ ଜାଲରେ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଧରାପଡ଼ିଛନ୍ତି,ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports