ନନ୍ଦଗା କୃଷି ସମିତି ର ସହସମ୍ପାଦକ ମନୋଜ ବଣିଆ ନିଲମ୍ବିତ

ଭବାନୀପାଟଣା:୧୧/୬(ଗ୍ରାମୀଣ ଏକ୍ସପ୍ରେସ )ଧର୍ମଗଡ଼ ବ୍ଲକ ଅଧୀନରେ ଅବସ୍ଥିତ ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତି ର ସହ ସମ୍ପାଦକ ମନୋଜ କୁମାର ବଣିଆଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଧାନ କିଣାରେ ଅବ୍ୟବସ୍ଥା ଓ ନିୟମ..

Read Time

ଭବାନୀପାଟଣା:୧୧/୬(ଗ୍ରାମୀଣ ଏକ୍ସପ୍ରେସ )ଧର୍ମଗଡ଼ ବ୍ଲକ ଅଧୀନରେ ଅବସ୍ଥିତ ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତି ର ସହ ସମ୍ପାଦକ ମନୋଜ କୁମାର ବଣିଆଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଧାନ କିଣାରେ ଅବ୍ୟବସ୍ଥା ଓ ନିୟମ ଭଙ୍ଗ ଘଟିଥିବା ଅଭିଯୋଗ ଉପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଜିଲ୍ଲା ରେଜିଷ୍ଟ୍ରାର କୋ ଓପରେଟିଭ୍ ସୋସାଇଟି (RCS), କଳାହାଣ୍ଡି ଦ୍ୱାରା ଜାରି ହୋଇଥିବା ନିଲମ୍ବନ ପତ୍ର (ଆଦେଶ ସଂଖ୍ୟା ୭୭୧ ତାରିଖ ୧୦/୦୬/୨୦୨୫ ଅନୁଯାୟୀ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।ସମିତି ର କାର୍ଯ୍ୟ ଦୃତ ଶୁଦ୍ଧି କରଣ ଓ ନିୟମାନୁସାରେ କୃଷକଙ୍କୁ ଲାଭ ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports