ଗ୍ରାମ ପଞ୍ଚାୟତ ସ୍ଥରୀୟ ଡମ ସମାଜକୁ ନେଇ ବଡପୂଝାରୀଗୁଡ଼ା ଠାରେ ବୈଠକ

କଳାହାଣ୍ଡି:୨୨/୪(ଗ୍ରାମୀଣ ଏକ୍ସପ୍ରେସ) ଆଗାମୀ ଦିନରେ ଡ଼ମ ସମାଜ କୁ ସୁଦୃଢ଼ କରିବା ପାଇଁ ଆଜି ୫ ଟି ଗ୍ରାମର ବଡପୂଝାରୀଗୁଡ଼ା , ସର୍ଗିଗୁଡ଼ା, ପିପଲଗୁଡ଼ା, ବତାସିଗୁଡ଼ା, ପଲସ ଗାଁର ଡ଼ମ ସମାଜର ଜନସାଧାରଣ ଏକତ୍ରିତ..

Samaj photo gallery image

କଳାହାଣ୍ଡି:୨୨/୪(ଗ୍ରାମୀଣ ଏକ୍ସପ୍ରେସ) ଆଗାମୀ ଦିନରେ ଡ଼ମ ସମାଜ କୁ ସୁଦୃଢ଼ କରିବା ପାଇଁ ଆଜି ୫ ଟି ଗ୍ରାମର ବଡପୂଝାରୀଗୁଡ଼ା , ସର୍ଗିଗୁଡ଼ା, ପିପଲଗୁଡ଼ା, ବତାସିଗୁଡ଼ା, ପଲସ ଗାଁର ଡ଼ମ ସମାଜର ଜନସାଧାରଣ ଏକତ୍ରିତ ହୋଇ ପଳସ ଗ୍ରାମ ଡ୍ୟାମ ପାଖ ଆମ୍ବ ବଗିଚା ଠାରେ ବୈଠକ ହେଇ ଥିଲା। ଏହି ବୈଠକ ଟଙ୍କଧର ନାଏକଙ୍କ ସଭାପତିତ୍ୟରେ ବୈଠକ ଅନୁଷ୍ଠିତ ହେଇ ଥିଲା। ଡ଼ମ ସମଜାର ମୁଖ୍ୟ ଉଦ୍ଦେଶ୍ୟ ଆଗାମୀ ଦିନରେ ସମସ୍ତେ କେମିତି ଏକତ୍ରିତ ହୋଇ ରହିବେ ତାହା ଏହି ସଭାରେ ଆଲୋଚନା କରା ଟ। ପାଞ୍ଚୋଟି ଗ୍ରାମର ଡ଼ମ ସମାଜ ବ୍ୟକ୍ତି ମାନେ ଏକ ମତ ହେଇ ଏହି ଡ଼ମ ସମାଜ ପାଇଁ ଏକ ନୂତନ ସଭାପତି ଭାବେ ଉଦ୍ଧବ ନାଏକଙ୍କୁ ଚୟନ କରା ଯାଇ ଥିଲା। ନୂତନ ଉପସଭାପତି ଭାବେ ନକୁଲ ସୁନାନୀ ଙ୍କୁ ଚୟନ କରା ଯାଇଥିଲା। ସଂପାଦକ ଦେବେନନ୍ଦ ଛତ୍ରିଆ, ସହ ସଂପାଦକ ସତ୍ୟବାହାନ ନାଏକ ଙ୍କୁ ଚୟନ କରା ଯାଇଥିଲା।ଏହି ସଭାରେ ଡ଼ମ ସମାଜର ଭଦ୍ରା ବ୍ୟକ୍ତି ମାନେ ଉପସ୍ଥିତ ରହି ଥିଲେ। ଏହି ସଭାରେ ମୋହନ ବେଶ୍ରା, ହାବିଲ ନାଏକ, ଜଳ ଛତ୍ରିଆ, କାନ୍ତ ନାଏକ, କୈବଲ୍ୟ ଵେଶ୍ରା, ଧର୍ମୁ ନାଏକ, କ୍ଷୀରୋଦ ବେଶ୍ରା, ହେମନ୍ତ ବେସ୍ରା, ଲିଙ୍ଗରାଜ ନାଏକ, ଦେଵ ନାଏକ, ମକରନ୍ଦ ସୁନା, ମାନସିଂ ନାଏକ, ରୁପେନ୍ଦ୍ର ବେଶରା, ନରସିଂହ ସୁନା, ରଘୁ ଦୁର୍ଗା, ଯୁଧିଷ୍ଠିର ନାଏକ ସମସ୍ତେ ଉପସ୍ଥିତ ଥିଲେ

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports