Author: Dambarudhar
-

୧୮ ଦିନ ପରେ ନିଖୋଜ ଥିବା ମୁଣ୍ଡକୁ ଖୋଜି ପାରି ପାରିଛି ODRAF ଟିମ
କଳାହାଣ୍ଡି ୩୦/୦୫/(ଗ୍ରାମୀଣ ଏକ୍ସପ୍ରେସ)ମୁଣ୍ଡ ବିହୀନ ଶବକୁ ପୋଖରୀରୁ ଉଦ୍ଧାର କରିଥିଲା କଳାହାଣ୍ଡି ପୋଲିସ, ତିନି ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ମୁଣ୍ଡକୁ ମଧ୍ୟ ଉଦ୍ଧାର କରିଛି ବଲାଙ୍ଗୀର ଓଡ୍ରାଫ୍ ଟିମ, କଳାହାଣ୍ଡି ଜିଲ୍ଳା..
-

କଲମପୁରର ସର୍ଗିପଡ଼ା ଗାଁରେ ବରଗଛ ଭାଙ୍ଗି ପଡ଼ିଲା କଅଳ୍ପକେ ବର୍ତି ଯାଇ ଥିଲେ ଲୋକେ !!
କଲମପୁର:୨୯/୦୫(ଗ୍ରାମୀଣ ଏକ୍ସପ୍ରେସ)ଏକ ସୌଭାଗ୍ୟବଶତଃ,ଆଜି ଅପରାହ୍ନ ସମୟରେ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକର ମିନଗୁର ପଞ୍ଚାୟତରେ ଅବସ୍ଥିତ ସର୍ଗିପଡ଼ା ଗାଁରେ ଏକ ବଡ଼ ବରଗଛ ଭାଙ୍ଗି ପଡ଼ିଲା।ଏହି ଘଟଣା ଆବାସିକ ଘର ନିକଟରେ ଘଟିଥିଲା,କିନ୍ତୁ କୌଣସି..
-

ପୋଖରୀରୁ ନିଖୋଜ ବ୍ୟକ୍ତି ର ମୁଣ୍ଡ ବିହନ ଶବ ଉଦ୍ଧାର,ଗୁଣିଗାରିଡ଼ି ସନ୍ଧେହ
କଳାହାଣ୍ଡି:୨୯/୦୫(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦେପୁର ଗ୍ରାମରେ ହୃଦୟବିଦରକ ଘଟଣା ଦେଖିବାକୁ ମିଳିଛି।ଗୁଣିଗାରିଡି ସନ୍ଦେହରେ ଏକ ହତ୍ୟାକାଣ୍ଡ ଘଟିଛି।ଏକ ପୋଖରୀରୁ ମୁଣ୍ଡ ବିହନ ଗଳିତ ମୃତ ଦେହ ଉଦ୍ଧାର କରିଛି ପୋଲିସ।।ଦେପୁର..
-

ମିନଗୁର ମଣ୍ଡିରେ ପାନୀୟ ଜଳ ସମସ୍ୟା
କଲମପୁର:୨୭/୦୫(ଗ୍ରାମୀଣ ଏକ୍ସପ୍ରେସ) ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁଁ ଜନଜୀବନ ଅତିଷ୍ଟ, ଗ୍ରୀଷ୍ମ ଋତୁରେ ସ୍ଥାନେ ସ୍ଥାନେ ପିଇବା ପାଣି ଜଲଛତ୍ର ଯୋଗାଇ ଦିଆଯାଉଛି,ହେଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମୀନଗୁର ପଞ୍ଚାୟତ ମିନଗୁର୍ ମଣ୍ଡି ଠାରେ..
-

ବାଣ୍ଡିଗାଁ ପଞ୍ଚାୟତରେ ଛୋଟ କେନାଲ କାମ ପରେ କାର୍ଯ୍ୟକ୍ଷମ ନଳକୂଅ ଅଚଳ
ଜୟପାଟଣା:୨୩/୫(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ବାଣ୍ଡିଗାଁ ପଞ୍ଚାୟତରେ ଏକ କାର୍ଯ୍ୟକ୍ଷମ ନଳକୂଅ ଗତ ଛଅ ମାସ ଧରି ମାଟିରେ ପୋତି ହୋଇ ଅବ୍ୟବହୃତ ହେଇ ପଡ଼ି ରହିଛି, ସେହି ନଳକୂଅ ନିକଟରେ..
-

ସଙ୍କଟା ପୂର୍ଣ୍ଣ ଅବସ୍ଥାରେ ଏହି ଯୁବକ ସାହା ହେବା ପାଇଁ କିଏ ନାହାଁନ୍ତି
ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖେଇବାକୁ ଯାଉଛୁ ଯାହା ଆମ ହୃହୟକୁ ମଧ୍ୟ ମର୍ମାହତ କରି ଦେଉଛି, ଆମେ ଚାହୁଁଛୁ ଆମ ଗ୍ରାମୀଣ ଏକ୍ସପ୍ରେସ ତରଫରୁ ଖବର ପ୍ରସାରଣ କରି..
-
ପୁଝାରୀପଡା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସିଙ୍କ ଦାବୀ
କଳାହାଣ୍ଡି ୧୩/୫(ଗ୍ରାମୀଣ ଏକ୍ସପ୍ରେସ) ପୁଝାରୀପଡା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସିଙ୍କ ଦାବୀ,ଗମନା ଗମନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ..
-

ନିର୍ମାଣ ଅଳ୍ପ କିଛି ଦିନ ମଧ୍ୟରେ ରାସ୍ତା ଫାଟି ଆଁ କରିଛି
ଜୟପାଟଣା:୦୩/୦୪(ଗ୍ରାମୀଣ ଏକ୍ସପ୍ରେସ)ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାରଙ୍କ ଅନେକ ଯୋଜନା । ଆଉ ଯୋଜନାକୁ ନେଇ ଖର୍ଚ୍ଚ ବି ହେଉଛି କୋଟି କୋଟି ଟଙ୍କା । ହେଲେ ସରକାରୀ ବାବୁଙ୍କ ଅପାରଗତା ଯୋଗୁଁ..
-

ମା ଲଙ୍କେଶ୍ବରୀ ଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁ ଗ୍ରାମ ରେ ଗ୍ରାମ ର ଇଷ୍ଟ ଦେବୀ ମାଁ ଲଙ୍କେଶ୍ବରୀ ଓ ଖାମେଶ୍ୱରି ଙ୍କ ମୂର୍ତ୍ତି ସ୍ଥାପନ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇ ଯାଇଛି। ସୂଚନା..
-

ମାଁ ଲଙ୍କେଶ୍ଵରୀ ଓ ଖମ୍ବେଶ୍ୱରୀ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ବାଣ୍ଡିଗାଁ ଠାରେ ଅନୁଷ୍ଠିତ ହୋଇଯାଇଅଛି
ଜୟପାଟଣା:୨୯/୦୪(ଗ୍ରାମୀଣ ଏକ୍ସପ୍ରେସ)ମାଁ ଲଙ୍କେଶ୍ଵରୀ ଦେବୀଙ୍କ ମନ୍ଦିର ୧୯ସହ୨୭ ମସିହାରେ ସ୍ଥାପନ ହେଇ ଥିଲା,ଆଜି ସେହି ଗ୍ରାମ ଦେବୀ ମାଁ ଲଙ୍କେଶ୍ଵରୀ ଓ ଖମ୍ବେଶ୍ୱରୀ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା ବହୁତ ବର୍ଷ ପରେ ଉତ୍ସବ ପାଳନ..
Latest News

Stay Connected
About the Author

AF themes
Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives
Access over the years of investigative journalism and breaking reports
You May Have Missed















