ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଦିବସ

sishumandir student

କଳାହାଣ୍ଡି:-୫/୭ (ଜୟପାଟଣା) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଜୟପାଟଣା ପ୍ରତିନିଧି ଶ୍ରୀ ବିବେକାନନ୍ଦ ଚିନ୍ଦା ଙ୍କ ଦୈନିକ “ସମାଜ” ପକ୍ଷରୁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଲିଖିତ କ୍ୱିଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଲା,ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ଶ୍ରୀ ଶେଷଦେବ ବେହେରା, ଚିତ୍ରାଙ୍କନ ପ୍ରତିଯୋଗିତା ରେ ୫୩ ଜଣ ଛାତ୍ରଛାତ୍ରୀ ଓ କ୍ଵିଜ ପ୍ରଶତିଯୋଗିତା ରେ ୨୩ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ, କ୍ଵିଜ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ସୁଲଗ୍ନା ରାଉତ, ଦ୍ଵିତୀୟ -ଜିତେନ୍ଦ୍ର ପଟେଲ, ତୃତୀୟ -ସୌମ୍ୟରଂଜନ ନାଏକ, ଚିତ୍ରାଙ୍କନ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ମନୀଷା ଠାକୁର, ଦ୍ଵିତୀୟ -ହାଂସିକା ଠାକୁର, ତୃତୀୟ -ବସୁଧାରଣୀ ସାହୁ, ପୁରସ୍କାର ବିତରଣି ର ମଞ୍ଚ ପରିଚାଳନା କଲେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରମୁଖ ଶ୍ରୀ ନିତ୍ୟାନନ୍ଦ ପତି, ପରିଚୟ ଦେଲେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ରସେନ୍ଦ୍ର ତାଣ୍ଡି, ଧନ୍ୟବାଦ ଦେଲେ ପରିଚାଳନା ସମିତି ସମ୍ପାଦକ ଅଧ୍ୟାପକ ଶିଶିର କୁମାର ସାହୁ, ପ୍ରତିଯୋଗୀତାର ମୂଲ୍ୟାଙ୍କନ କଲେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀ କମଳାକାନ୍ତ ବାରିକ, ଶ୍ରୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଆଚାର୍ଯ୍ୟା ଶ୍ରୀମତି ସୁଜାତା ଶତପଥି, ଶ୍ରୀମତୀ ଲିଲି ସାହୁ, ଶ୍ରୀମତୀ ପ୍ରତିଭା ବେହେରା, ଶ୍ରୀମତୀ ସନ୍ଧ୍ୟାରାଣୀ ପାଢ଼ୀ, ଶ୍ରୀମତୀ ହୀରାଜଳ ବାଗ,