କଳାହାଣ୍ଡି :୦୧/୧୦(ଗ୍ରାମୀଣ ଏକ୍ସପ୍ରେସ)ସନ୍ଧିକୁଲିଆରୀ ଗ୍ରାମର ଇଷ୍ଟଦେବୀ ମାଁ ଲଙ୍କେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ସନ୍ଧିକୁଲିଆରି ସରକାରୀ କର୍ମଚାରୀ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅତିତିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲବଣୀ କୁମାର ନାୟକଙ୍କୁ..

କଳାହାଣ୍ଡି :୦୧/୧୦(ଗ୍ରାମୀଣ ଏକ୍ସପ୍ରେସ)ସନ୍ଧିକୁଲିଆରୀ ଗ୍ରାମର ଇଷ୍ଟଦେବୀ ମାଁ ଲଙ୍କେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ସନ୍ଧିକୁଲିଆରି ସରକାରୀ କର୍ମଚାରୀ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅତିତିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲବଣୀ କୁମାର ନାୟକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନl ଜଣେଉଥିଲେ । ଉକ୍ତ ସମ୍ଭର୍ଦ୍ଧନl ସଭାରେ ମୁଖ୍ୟ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ପଟ୍ଟନାୟକ,ନେଖିଲ୍ ପ୍ରାଥମିକ ଶିକ୍ଷକ ସଙ୍ଘର ଓଡିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ଜବାହାର ଲାଲ ବାଗ, ସନମାନୀୟ ଅତିଥି ବେଵା ଗୋଲାମୁଣ୍ଡା, BEO ଧର୍ମଗଡ଼ଶ୍ରୀଯୁକ୍ତ ନେପାଳ ବାଗ, ଅବସର ପ୍ରାପ୍ତ BEO ଧର୍ମଗଡ଼ ଶ୍ରୀଯୁକ୍ତ କିଶୋର କୁମାର ଖମାରି, ଅବସର ପ୍ରାପ୍ତ BEO ଧର୍ମଗଡ଼ ସାହୁ ଆଜ୍ଞା, ABEO ଧର୍ମଗଡ଼ ଶ୍ରୀଯୁକ୍ତ ଅରୂପନନ୍ଦ ଭୋଇ ତଥା ଗ୍ରାମର ଅନେକ ମାନ୍ୟ ଗୁଣ୍ୟ ବ୍ୟକ୍ତି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିଥିଲେ। ଶ୍ରୀଯୁକ୍ତ ଗୋପୀଚାନ୍ଦ ବାଗ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ମୁଖ୍ୟ ବକ୍ତା ଭାବରେ କାର୍ଯ୍ୟ ତୁଲେଇ ଥିଲେ।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports