ଜୟପାଟଣା:୩୦/୩(ଗ୍ରାମୀଣ ଏକ୍ସପ୍ରେସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ହିନ୍ଦୁ ନବବର୍ଷ ଧୁମଧାମରେ ପାଳିତ ହୋଇ ଯାଇଛି। ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦାରେ ଏହି ହିନ୍ଦୁ ନବବର୍ଷ ପାଳନ କରାଯାଏ,କୁହାଯାଏ କି ଏହିଦିନ ସୃଷ୍ଟି କର୍ତ୍ତା ବ୍ରହ୍ମା ସୃଷ୍ଟିର ସରଞ୍ଚନା କରିଥିଲେ ଏବଂ ସତ୍ୟ ଯୁଗର ପ୍ରାରମ୍ଭ ହେଇଥିଲା,ପ୍ରଭୁ ଶ୍ରୀରାମ ଏହି ଦିନରେ ରାଜତିଳକ ଗ୍ରହଣ କରିଥିଲେ ,ରାଜା ଯୁଧିଷ୍ଠିର ମଧ୍ୟ ରାଜଗାଦିରେ ବସିଥିଲେ,ଏହି ଦିନ ଠାରୁ ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା ଆରମ୍ୱ ହେଇଥିବା ଯୋଗୁଁ ସନାତନ ଧର୍ମର ଲୋକ ମାନେ ଏହି ଦିନ ଏକ ଶୁଭ ଦିନ ଭାବରେ ବିବେଚିତ କରି ଏହି ଦିନ କୁ ନବବର୍ଷ ରୂପରେ ପାଳନ କରନ୍ତି,
ହିନ୍ଦୁ ନବବର୍ଷ ଜୟପାଟଣା ବ୍ଲକରେ ମାରୱାଡ଼ି ସମାଜ ଦ୍ଵାରା ଧୁମଧାମରେ ପାଳିତ
ଜୟପାଟଣା:୩୦/୩(ଗ୍ରାମୀଣ ଏକ୍ସପ୍ରେସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ହିନ୍ଦୁ ନବବର୍ଷ ଧୁମଧାମରେ ପାଳିତ ହୋଇ ଯାଇଛି। ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦାରେ ଏହି ହିନ୍ଦୁ ନବବର୍ଷ ପାଳନ କରାଯାଏ,କୁହାଯାଏ କି ଏହିଦିନ ସୃଷ୍ଟି କର୍ତ୍ତା..
Previous Post
Next Post
Latest News

Stay Connected
About the Author

AF themes
Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives
Access over the years of investigative journalism and breaking reports
You May Have Missed

















Leave a Reply