ବାଣ୍ଡିଗାଁ ରେ ଅଷ୍ଟପ୍ରହରୀ ନାମଯଜ୍ଞ ବସୁ ଶବର ସମାଜ ଦ୍ଵାରା ଅନୁଷ୍ଠିତ

କଳାହାଣ୍ଡି:୦୨/୩(ଗ୍ରାମୀଣ ଏକ୍ସପ୍ରେସ) ଜୟପାଟଣା ବ୍ଳକ ଅନ୍ତର୍ଗତ ବାଣ୍ଡିଗାଁ ରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶବର ସମାଜ ର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଏକାଠି ହେଇ ବହୁ ସଙ୍ଖକ୍ଷରେ ଯୋଗଦାନ କରି..

Read Time

କଳାହାଣ୍ଡି:୦୨/୩(ଗ୍ରାମୀଣ ଏକ୍ସପ୍ରେସ) ଜୟପାଟଣା ବ୍ଳକ ଅନ୍ତର୍ଗତ ବାଣ୍ଡିଗାଁ ରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶବର ସମାଜ ର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଏକାଠି ହେଇ ବହୁ ସଙ୍ଖକ୍ଷରେ ଯୋଗଦାନ କରି ଗତକାଲି ଦିବା ୩ଘଣ୍ଟାର ଶୁଭ ମହୁରତ ଖୋଳ କୀର୍ତ୍ତନ କରି କଳସ ଯାତ୍ରା ଅନୁଷ୍ଠିତ ହୋଇ ଥିଲା। କଳସ ଯାତ୍ରା ହେବାପରେ ଆଜି ସକାଳ 7 ଘାଣ୍ଟିକା ସମୟରୁ ନାମ କୀର୍ତ୍ତନ ଆରମ୍ଭ ହୋଇଥିଲା। ଆଜି ନାମଯଜ୍ଞ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ନାମଯଜ୍ଞର ଆନନ୍ଦ ଅନୁଭବ କରି ଥିବାର ଦେଖିବାକୁ ମିଳୁ ଥିଲା। ନାମଯଜ୍ଞ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଲୋକମାନେ ବହୂତ ପରିମାଣରେ ରହି ହରେ କୃଷ୍ଣ ହରେ ରାମ ନାମ ଆନନ୍ଦର ସହିତ ଉପଭୋଗ କରୁ ଥିଲେ। ଏହି ନାମ ଯଜ୍ଞରେ ମୁଖ୍ୟ କର୍ତ୍ତା ଭାବେ କୃତିବାସ ଶବର ଏବଂ ତୁଳସୀ ଶବର ,ରାଜା ଟିକି ବାବା ଉପସ୍ଥିତ ରହି ଥିଲେ,ମୁଖ୍ୟ ଅତିଥି ସମ୍ନାନନୀୟ ଧର୍ମଗଡ ବିଧ୍ୟାୟକ୍ ସୁଧୀର ରଞ୍ଜନ ପଟ୍ଟଯୋଷି ମଧ୍ୟ ଉପସ୍ଥିତ ରହି ଥିଲେ।ବନୁ ବାବା ଭୁବନେଶ୍ୱର ଶବର ,ଜିଲ୍ଲା ସଂଗଠକ ଶ୍ରୀ ଯୁକ୍ତ ପଦ୍ମକେଶରୀ ଶବର, ପରିଚାଳନା କମିଟି ମୁଖ୍ୟ ସତ୍ୟବାନ ଶବର ଯୋଗ ଦେଇ ଥିଲେ। ଏହି ସଂକୀର୍ତ୍ତନ ମଣ୍ଡଳୀ ପାଇଁ ଭୂମିଦାନ କରିଛନ୍ତି ସ୍ଥାନୀୟ ବାସୀ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଶବର ,ଏହି ନାମଯଜ୍ଞରେ 9 ଗୋଟି ସଂକିର୍ତ୍ତନ ମଣ୍ଡଳୀ ଯୋଗଦାନ କରି ଅଷ୍ଟପ୍ରହରୀ ନାମଯଜ୍ଞ କୁ ସୂଚାରୁ ରୂପରେ ତୁଲାଇଥିଲେ।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports