ପୁଝାରୀପଡା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସିଙ୍କ ଦାବୀ

କଳାହାଣ୍ଡି ୧୩/୫(ଗ୍ରାମୀଣ ଏକ୍ସପ୍ରେସ) ପୁଝାରୀପଡା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସିଙ୍କ ଦାବୀ,ଗମନା ଗମନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ..

Read Time

କଳାହାଣ୍ଡି ୧୩/୫(ଗ୍ରାମୀଣ ଏକ୍ସପ୍ରେସ) ପୁଝାରୀପଡା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସିଙ୍କ ଦାବୀ,ଗମନା ଗମନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତଅ, କିନ୍ତୁ ସେହି ରାସ୍ତା ବର୍ଷା ଦିନ ଆସିଲେ ଗମନା ଗମନ ହେଇ ଥାଏ ବିଛନ୍ନ,ହେଲେ କିଛି ସରକାରୀ କର୍ମଚାରି ରାଜନେତାଙ୍କ ପାତର ଅନ୍ତର ନୀତି ଅପାରଗତ ଯୋଗୁଁ ନିହାତି ଆବଶ୍ୟକ ସ୍ଥାନ ରେ ଠିକ ସମୟରେ ରାସ୍ତା ନିର୍ମାଣ ହେଇ ନ ଥାଏ,ଯାହା ଫଳରେ ଗ୍ରାମବାସି ବର୍ଷବର୍ଷ ଦିନ ଧରି,ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥାନ୍ତି,ମାଟି କାଦୁଅ ଅଧା ରାସ୍ତାରେ ଚାଲିବାକୁ ପଡ଼ି ଥାଏ,ଏଭଳି ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତରଗତ ନୂଆଗାଁ ପଞ୍ଚାୟତ ଭାଲୁବୁଟୁରା ଗ୍ରାମର ପୁଝାରୀପଡାରେ ରହି ଆସୁଥିବା ଗ୍ରାମବାସୀ ବହୁ ଥର ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ପଞ୍ଚାୟତରେ ଅନେକ ଥର ଅଭିଯୋଗ କରି ଥିଲେ ମଧ୍ୟ ପୁଝାରୀପଡା ରାସ୍ତାର ସମସ୍ୟା ସୁଧୁରି ପାରୁ ନାହିଁ,ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରୁ ଡମ୍ବରୁଧର ଦୁର୍ଗାଙ୍କ ରିପୋର୍ଟ ଗ୍ରାମୀଣ ଏକ୍ସପ୍ରେସ

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports