କଳାହାଣ୍ଡି ଜିଲ୍ଲା ରେ ଥମୁନି ଦାଦନ ଦୁଃଖ, ପୁଣି ଫେରିଛି ଏକ ଦାଦନ ଶ୍ରମିକ ର ମ୍ରୁତ ଦେହ।

Lorem Ipsum is simply dummy text of the printing and typesetting industry. Lorem Ipsum has been the industry’s standard

କଳାହାଣ୍ଡି ଜିଲ୍ଲା ରେ ଥମୁନି ଦାଦନ ଦୁଃଖ,ଏମିତି ଦୁଖଦ ଘଟଣା ଦେଖିବାକୁ ମିଲିଛି ଜୟପାଟଣା ବ୍ଲକ ଧନସୁଲି ଭାଲୁ ଜୋର ଗ୍ରାମରେ ,କବି ସାନ୍ତା ନାମକ ଯୁବକ ବୟସ ୩୦ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ଶବ ହୋଇ ଫେରିଲେ ନିଜ ଘରକୁ, ପିତା ଜଳ ସାନ୍ତା ବୟସ ୫୩ ଧନ ସୁଲି ପଞ୍ଚାୟତ ଭାଲୁ ଜୋର ଗ୍ରାମରେ ବସବାସ କରୁଥିଲେ, ପରିବାର ର ପ୍ରତିପୋଷଣ ପାଇଁ ସେ ଯାଇଥଲେ ହାଇଦ୍ରାବାଦ ଦାଦନ ଖଟିବା ପାଇଁ, କିନ୍ତୁ ବିଧି ର ବିଧାନ ଅଲଗା। କିନ୍ତୁ ସେ ଆଜି ଆର ପାରି ରେ,, ସେ କିଛି ଟଙ୍କା ପାଇଁ ଦାଦନ ଖଟିବାକୁ ଯାଇଥିଲେ, କେମିତି ତାଙ୍କର ପରିବାର କୁ ପ୍ରତିପୋଷଣ କରିବେ, ତାଙ୍କର ବୃଦ୍ଧା ବାପା ଏବଂ ତାଙ୍କ ଛୁଆ ମାନଙ୍କର ସାହାରା ପାଲଟି ଥିଲେ କବିସ ,ମନରେଗା ଯୋଜନାର ବାଟବଣା ଯୋଗୁ ଆଜି ଏହି ଦିନ ଦେଖିବାକୁ ମିଳୁଛି, ଲୋକେ ଦାଦନ ଖଟିବା ପାଇଁ ବାହାର କୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ,ବର୍ତ୍ତମାନ ରାଜ୍ୟ ରେ ସରକାର ପରିବର୍ତ୍ତନ ହୋଇ ସାରିଛି, ରାଜ୍ୟ ବାସୀ ଙ୍କ ଏତିକି ଗୁହାରି ଯେ ଯେମିତି ଏ ଘଟଣା ର ପୁନାର୍ବୃତି ନ ହେଉ , ଏବଂ ପ୍ରଶାସନ ଏବଂ ସରକାର ମିଲିତ ଉଦ୍ୟମ କରି ଲୋକେ ଯେମିତି ଦାଦନ ଖଟିବାକୁ ପାଇଁ ବାହାରକୁ ନ ଯିବେ, ସେଥି ପ୍ରତି ଧ୍ୟାନ ଦେବା ପାଇଁ ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ହେଉଛି, ଏବଂ ଏହି ଅସହାୟ ପରିବାର କୁ କିଛି ସାହାଯ୍ୟ ଯୋଗାଇ ଦେବା ପାଇଁ ତାଙ୍କ ମା ଅନୁରୋଧ କରିଛନ୍ତି।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports