ମା ସରସ୍ଵତୀ ପୂଜା ଶ୍ରୀପଞ୍ଚମୀ ଜୟପାଟଣା ବ୍ଲକ ଅନ୍ତର୍ଗତ ସାନ ପୁଝାରୀ ଗୁଡା ଠାରେ ଅନୁଷ୍ଠିତ

ଜୟପାଟଣା:୦୩/୦୨ (ଡମ୍ବରୁ ଧର ଦୁର୍ଗା) ଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ସାନ ପୁଝାରୀ ଗୁଡା ଠାରେ ମା ସରସ୍ଵତୀ ପୂଜା, ଶ୍ରୀପଞ୍ଚମୀ ଉତ୍ସବ ପାଳିତ ହୋଇଯାଇଛି,ଏହି ଉତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମ..

ଜୟପାଟଣା:୦୩/୦୨ (ଡମ୍ବରୁ ଧର ଦୁର୍ଗା) ଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ସାନ ପୁଝାରୀ ଗୁଡା ଠାରେ ମା ସରସ୍ଵତୀ ପୂଜା, ଶ୍ରୀପଞ୍ଚମୀ ଉତ୍ସବ ପାଳିତ ହୋଇଯାଇଛି,ଏହି ଉତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମ ର ସମସ୍ତ ଙ୍କୁ ଏକାଠି କରି କୋଣ ଅନୁକୋଣ ରେ ଯେଉଁ କଳା , ସଂସ୍କୃତି ର ପ୍ରଥିଭା ଲୁଚି ରହିଛି, ତାକୁ କେମିତି ଆମେ ଏହି ଛୋଟ ଗାଁ ଯାର ନାମ ହେଲା ସାନ ପୂଝାରୀ ଗୁଡା ତାର ନାଁ କିମିତି ନିଜ ପରିଚୟ ସୃଷ୍ଟି କରିପାରିବ ଏହି କଳା, ସଂସ୍କୃତି ମାଧ୍ୟମ ରେ ସେଥି ପାଇଁ ସେମାନେ ଅବସର ସମୟ ମାନଙ୍କ ରେ ସେମାନେ ଏହି ଉତ୍ସବ ଗୁଡ଼ିକ ପାଳନ କରି ଆସୁଛନ୍ତି ଦୀର୍ଘ ଦିନ ରୁ, କଳାକାର ମାନେ ଏହି ଛୋଟ ଗାଁ ରେ ନିଜ କଲା ଗୁଡ଼ିକୁ ପ୍ରଦର୍ଶନ କରି ଯେମିତି ଏହି ଗାଁ ତଥା ଏହି ଅନୁଷ୍ଠାନ ର ନାମ କୁ ସାରା ଦେଶରେ ପରିଚୟ ସୃଷ୍ଟି କରିପାରିବ ତାହାର ମୂଲ ଲକ୍ଷ୍ୟ ହେଲା ଏହି ଉତ୍ସବ ।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports