ଦୁଇ ବର୍ଷ ୭ ମାସ ଛୁଆ ର ଶବ କୁଆ ରୁ ଉଦ୍ଧାର

କଳାହାଣ୍ଡି:୨୧/୨(ଗ୍ରାମୀଣ ଏକ୍ସପ୍ରେସ)ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳୁଛି। ଏକ ନୀରିହ ଦୁଇ ବର୍ଷ ସାତ ମାସର ଶିଶୁ ପୁତ୍ର ଏକ କୁଆରେ ବୁଡି ମୃତ୍ୟୁ ହେଇ ଥିବାର ଦେଖିବାକୁ ମିଳିଛି। ଶିଶୁର ମା ଅଭିଯୋକ..

କଳାହାଣ୍ଡି:୨୧/୨(ଗ୍ରାମୀଣ ଏକ୍ସପ୍ରେସ)ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳୁଛି। ଏକ ନୀରିହ ଦୁଇ ବର୍ଷ ସାତ ମାସର ଶିଶୁ ପୁତ୍ର ଏକ କୁଆରେ ବୁଡି ମୃତ୍ୟୁ ହେଇ ଥିବାର ଦେଖିବାକୁ ମିଳିଛି। ଶିଶୁର ମା ଅଭିଯୋକ ଆଣିଛନ୍ତି। କିଏ ଜଣେ ଦୃର୍ବୁତ୍ତ ହତ୍ୟା କରି କୁଆ ଫିଙ୍ଗି ଦେଇ ଥିବା ଘଟଣା ସାମ୍ନାକୁ ଆସିଛି।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କଲମପୁର ଥାନା ଅନ୍ତର୍ଗତ ଖଳିଆଭଟା ବେ ଗ୍ରାମରେ ଗୋଟିଏ ଅଭାବନୀୟ ଘଟଣା ଘଟିଯାଇଛି, ୨ବର୍ଷ ୭ ମାସ ର ଛୁଆ ର ଶବ କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ପୋଲିସ, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଦୁର୍ଘଟଣା ନା ହତ୍ୟା ତଦନ୍ତ ପରେ ଜଣାପଡ଼ିବ ,କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରୁ ଡମ୍ବରୁ ଧର ଦୁର୍ଗାଙ୍କ ସହିତ ଜୟରାମ ଛାତ୍ରିଆଙ୍କ ରିପୋର୍ଟ ଗ୍ରାମୀଣ ଏକ୍ସପ୍ରେସ

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports