କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ଠାରେ ନକଲି ବିଦେଶୀ ମଦକାରଖାନା ଠାବ

ମୁଖିଗୁଡା୧୯/୨(ଡମ୍ବରୁ ଧର ଦୁର୍ଗା)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ଠାରେ ନକଲି ବିଦେଶୀ ମଦ କାରଖାନା ରେ ଚଡାଉ କରି ବଡ ସଫଳତା ହାସଲ କରିଛି ଜୟପାଟଣା ଏବଂ ଧର୍ମଗଡ ଅବକାରୀ ବିଭାଗ,ମେସିନ..

ମୁଖିଗୁଡା୧୯/୨(ଡମ୍ବରୁ ଧର ଦୁର୍ଗା)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ଠାରେ ନକଲି ବିଦେଶୀ ମଦ କାରଖାନା ରେ ଚଡାଉ କରି ବଡ ସଫଳତା ହାସଲ କରିଛି ଜୟପାଟଣା ଏବଂ ଧର୍ମଗଡ ଅବକାରୀ ବିଭାଗ,ମେସିନ ବସାଇ ନକଲି ବିଦେଶୀ ମଦ ତିଆରି କରୁଥିବା ବେଳେ ଆଜି ସକାଳ ୭ ଘଣ୍ଟା ସମୟରେ ଧର୍ମଗଡ ଏବଂ ଜୟପାଟଣା ଅବକାରୀ ବିଭାଗର କର୍ମଚାରୀ ମାନେ କ୍ଷମା ସାହୁ ଘରେ ଏବଂ ଦୋକାନ ରେ ତଦନ୍ତ ଆରମ୍ଭ କରିଥିଲେ, ଏହି ଚଢାଉ ସମୟରେ ତାଙ୍କ ଘରେ ନକଲି ମଦ ବନାଉ ଥିବା ଥିନର, ଫିନାଇଲ, କେମିକାଲ ଏବଂ ଶହ ଶହ ମାତ୍ରା ରେ ଖାଲି ମଦ ବୋଟଲ ଜବତ କରି କ୍ଷମା ସାହୁ ଙ୍କୁ ପଚରା ଉଚରା କରିବା ପାଇଁ ଅଟକ ରଖିଛି ଅବକାରୀ ବିଭାଗ, ଲୋକଙ୍କ ଜୀବନ ସହିତ ଖେଳୁଥିବା ଏହି ବୀକ୍ତି ବିଶେଷ ଙ୍କୁ କିଭଳି ଦଣ୍ଡ ଦେଉଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports