ଜୟପାଟଣା:୨୮/୨(ଗ୍ରାମୀଣ ଏକ୍ସପ୍ରେସ)ଜୟପାଟଣା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିୟୋଜିତ ଅର୍ଥନୈତିକ ଅବରୋଧ ଶାଖା ଦ୍ଵାରା ଚଢାଉ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଚଢାଉ ଜୟପାଟଣା ବନ ବିଭାଗ ଅଧିନରେ ଆସୁଥିବା ମହୁଲପାଟଣା ଓ ବେଣାଖମାର ବିଟ୍ରେ କାର୍ଯ୍ୟରତ ବନରକ୍ଷୀ ଅଶୋକ ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଚାଲିଥିବା ଜଣାପଡ଼ିଛି । ଏହି ସମାନ୍ତରାଳ ଭାବରେ ଜୟପାଟଣା ବନ କାର୍ଯ୍ୟାଳୟ ଓ ଶ୍ରୀ ସାହୁଙ୍କ ପୈତୃକ ବାସଭବନ ଲଡୁଗାଁ ଠାରେ ମଧ୍ୟ ଚାଲିଥିବା ସୂଚନା ମିଳିଛି । ତଦନ୍ତକୁ ସମ୍ପୂର୍ଣ୍ଣ ଗୋପନ ରଖିବା ପାଇଁ ପତ୍ରକାର ମାନଙ୍କୁ କୌଣସି ସୂଚନା ଦିଆଯାଉ ନ ଥିବା ଅଭିଯୋଗ ହେଉଛି । ଶ୍ରୀ ସାହୁ ବିଭାଗ ଦ୍ଵାରା ନିଲମ୍ବିତ ହୋଇଥିବା ମଧ୍ୟ ସୂଚନା ମିଳୁଛି । କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନାରେ ଅନିୟମିତତା ରହିଥିବାରୁ ଏହି ଚଢାଉ ହେଉଥିବାର ଆଲୋଚନା ହେଉଛି । ତଦନ୍ତ ପୂର୍ଣ୍ଣାଙ୍ଗ ହେଲେ ସବିଶେଷ ତଥ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି ।
ଜୟପାଟଣା ବନାଞ୍ଚଳ ଅଧିକାରୀ ସାହୁଙ୍କ ପୈତୃକ ବାସଭବନରେ ଚଢାଉ
ଜୟପାଟଣା:୨୮/୨(ଗ୍ରାମୀଣ ଏକ୍ସପ୍ରେସ)ଜୟପାଟଣା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିୟୋଜିତ ଅର୍ଥନୈତିକ ଅବରୋଧ ଶାଖା ଦ୍ଵାରା ଚଢାଉ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଚଢାଉ ଜୟପାଟଣା ବନ..
Previous Post
Next Post
Latest News

Stay Connected
About the Author

AF themes
Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives
Access over the years of investigative journalism and breaking reports
You May Have Missed

















Leave a Reply