ଜୟପାଟଣା ପୋଖୋରିରୁ ଯୁବକଙ୍କ ଶବ ଉଦ୍ଧାର

ଜୟପାଟଣା:୮/୨ (ଡମ୍ବରୁ ଧର ଦୁର୍ଗା)ଗିତାଭବନ କେନାଲ ଚିର୍ବା ରାସ୍ତା ପାଖ ପୋଖରୀରୁ ଉଦ୍ଧାର। ଯୁବକଟି ଗାନ୍ଧିଗ୍ରାମ ପଡ଼ାର ପ୍ରମୋଦ ନାଏକ ବୋଲି ସୂଚନା ହସ୍ତଗତ ହୋଇଛି। ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ଅଣା..

ଜୟପାଟଣା:୮/୨ (ଡମ୍ବରୁ ଧର ଦୁର୍ଗା)ଗିତାଭବନ କେନାଲ ଚିର୍ବା
ରାସ୍ତା ପାଖ ପୋଖରୀରୁ ଉଦ୍ଧାର। ଯୁବକଟି ଗାନ୍ଧିଗ୍ରାମ ପଡ଼ାର ପ୍ରମୋଦ ନାଏକ ବୋଲି
ସୂଚନା ହସ୍ତଗତ ହୋଇଛି। ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ଅଣା ଯାଇଛି ଖବର ପାଇ ସ୍ଥାନୀୟ ଜୟପାଟଣା ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହିତ ଘଟଣାର ଛାନବିନ କରୁଛି ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ ଡକା ଯାଇ ଥୁବା ସୂଚନା ହସ୍ତଗତ ହୋଇଛି।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports