Site icon Gramin Express

ଜୟପାଟଣା ପୋଖୋରିରୁ ଯୁବକଙ୍କ ଶବ ଉଦ୍ଧାର

ଜୟପାଟଣା:୮/୨ (ଡମ୍ବରୁ ଧର ଦୁର୍ଗା)ଗିତାଭବନ କେନାଲ ଚିର୍ବା
ରାସ୍ତା ପାଖ ପୋଖରୀରୁ ଉଦ୍ଧାର। ଯୁବକଟି ଗାନ୍ଧିଗ୍ରାମ ପଡ଼ାର ପ୍ରମୋଦ ନାଏକ ବୋଲି
ସୂଚନା ହସ୍ତଗତ ହୋଇଛି। ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ଅଣା ଯାଇଛି ଖବର ପାଇ ସ୍ଥାନୀୟ ଜୟପାଟଣା ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହିତ ଘଟଣାର ଛାନବିନ କରୁଛି ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ ଡକା ଯାଇ ଥୁବା ସୂଚନା ହସ୍ତଗତ ହୋଇଛି।

Exit mobile version