ଉପଯୁକ୍ତ ପ୍ରମାଣ ପତ୍ର ଥିଲେ ସୁଦ୍ଧା ଆତ୍ମହତ୍ୟା ରୂପ ଦେଉଛି

Lorem Ipsum is simply dummy text of the printing and typesetting industry. Lorem Ipsum has been the industry’s standard

କଳାହାଣ୍ଡି : ଉପଯୁକ୍ତ ପ୍ରମାଣ ପତ୍ର ଥିଲେ ସୁଦ୍ଧା ଆତ୍ମହତ୍ୟା ରୂପ ଦେଉଛି ପୋଲିସ ପ୍ରଶାସନ ।
ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ନିବାସରେ ।ସୂଚନାରୁ ଅବଗତ ଯେ,ଗତ ୧୯,ଡିସେମ୍ବର,୨୦୨୪ତାରିଖରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଛାତ୍ରୀ ନିବାସ ଠାରେ ଦଳିତ ସମାଜର ଝିଅ ତୋଫାଲି ନାଏକ ସନ୍ଦେହଜନକ ମୃତ୍ୟୁ ହୋଇଥିଲ ।ଉକ୍ତ ଘଟଣାକୁ କେନ୍ଦ୍ରକରି AOSCFର ପନ୍ଦର ଜଣିଆ ଟିମ ବିଶ୍ୱ ବିଦ୍ୟାଳୟ କତ୍ତୃପକ୍ଷ ଇ ପୋଲିସ ପ୍ରଶାସନ ସହ ଆଲୋଚନା କରି ପ୍ରେସମିଟ କରି HRC ଭୁବନେଶ୍ୱର ଓ ଦିଲ୍ଲୀ ଠାରେ କେସ କରାଯାଇଥିଲା ।କିନ୍ତୁ ସଂଗଠନ ପାଖରେ ଉପଯୁକ୍ତ ପ୍ରମାଣ ଥିବା ପରେ ବି ପୋଲିସ ପ୍ରଶାସନ ଘଟଣା କୁ ଆତ୍ମହତ୍ୟା ରୂପ ଦେଇ ନୀରବ ରହିବା ରହିଛି ସେହି ଦୃଷ୍ଟିରୁ ୨୪ଜାନୁଆରୀ ଶୁକ୍ରବାର ଦିନ ରାଜ୍ୟସ୍ତରୀୟ କର୍ମକର୍ତ୍ତା ବିଶାଲ ରେଲି ବାହାରି ଏସ୍ ପି ଅଫିସ ଘେରାଉ କରିଥିବା ଦେଖିବାକୁ ମିଳିଛି ।

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports