ଖାଦ୍ୟ ଯୋଗାଣ ,ଖାଉଟି କଲ୍ୟାଣ ବିଭାଗ ଓ ବୈଶୟିକ ମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତ

Lorem Ipsum is simply dummy text of the printing and typesetting industry. Lorem Ipsum has been the industry’s standard

ଭବାନୀପାଟଣା ତା ୩୦/୧ (ଡମ୍ବରୁ ଧର ଦୁର୍ଗା) ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ବୈଶିକ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଦିନିକିଆ କଳାହାଣ୍ଡି ଗସ୍ତ, ଭୁବନେଶ୍ୱର ରୁ ଟ୍ରେନ ଯୋଗେ ଆସି ଭବାନୀପାଟଣା ରେ ପହଞ୍ଚିଲା ପରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା ଙ୍କ ନେତୃତ୍ବ ରେ ସତାଧିକ କାର୍ଯ୍ୟ କର୍ତ୍ତା ସ୍ଵାଗତ କରି ଭବାନୀପାଟଣା ସର୍କିଟ ହାଉସ କୁ ପାଛୋଟି ଆଣିଥିଲେ , ପ୍ରଥମେ ମାଣିକେଶ୍ଵରୀ ମନ୍ଦିର ଯାଇ ମାଙ୍କ ଦର୍ଶନ କରିଥିଲେ, ସେଠାରୁ ଜିଲ୍ଲାପାଲ ଅଫିସ କୁ ଯାଇ ଜିଲ୍ଲା ସମୀକ୍ଷା ବୈଠକ କରିଥିଲେ, ଏହି ବୈଠକରେ ଜିଲ୍ଲାପାଲ ସଚିନ ପାୱାର, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ,ଉପ ଜିଲ୍ଲାପାଳ, ଯୋଗାଣ ବିଭାଗ ଅଫିସର ସମେତ ବିଭିନ୍ନ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ, ଏହି ବୈଠକ ରେ ଧାନ କିଣା, ଚାଷୀଙ୍କ ସମସ୍ୟା , ଓ ଆଗାମୀ ରବି ଚାଷ ରେ ଚାଷୀ ମାନେ ଯେପରି ସବୁ ପ୍ରକାର ସୁଦ୍ଭିଦା , ମଣ୍ଡି ମାନଙ୍କର ଭିତିଭୂମି ଠିକ୍ ରହିବ , ଧାନ କିଣା ଯେମିତି ସୁରୁଖୁରରେ ଚାଲିବ ସେ ବିଷୟରେ ଜିଲ୍ଲା ଅଧିକାରୀ ମାନଙ୍କୁ ଅବଗତ କରିଥିଲେ, ପରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବିଭିନ୍ନ ମଣ୍ଡି ବୁଲି ଚାଷୀଙ୍କ ସହିତ ଆଲୋଚନା କରିଥିଲେ, ଓ ପ୍ରତି ସବଡିଭିଜନ ରେ ଶୀତଳ ଭଣ୍ଡାର ସହିତ pm କିଶାନ ଯୋଜନା,cm କିଶାନ ଯୋଜନା ପ୍ରଭୁତି ବିଷୟରେ ଚାଷୀଙ୍କୁ ବୁଝାଇଥିଲେ , ପରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଚାଷମାନେ ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦେବା ସହ input subside ସହାୟତା ପାଇଁ, ମୋହନ ସରକାର ଓ ମୋଦି ସରକାର ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ, ଏହି ଅବସରରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ମନୋଜ କୁମାର ସାହୁ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ସନ୍ତୋଶିନି ଦାସ , ସୋଭାଗିନି ପାତ୍ର, ଟି ସୁଜାତା ଆଚାରି , କାଞ୍ଚନ ବାଗ, ପୁଷ୍ପ କାନ୍ତି କୁମାର,ଭାରତ ଭୁଷଣ ଦେଓ, ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ନିରଞ୍ଜନ ଛତ୍ରିଆ, ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ପାତ୍ର, ସୁଧୀର କୁମାର ମୁଣ୍ଡ, ଦିବାକର ବାଗ, ଦୀପଯୋତି ମୁଣ୍ଡ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ବାନେର ମଣ୍ଡଲ କୃଷକ ମୋର୍ଚ୍ଚା ସଭାପତି ଫକିର ଦାସ, ଦାମୋଦର ଦାସ, ପ୍ରକାଶ ଠାକୁର୍, ତୁଳାରାମ ରଣା, ରଶ୍ମି ସାହୁ ବିକାଶ ସାହୁ, ଉଅଂସୁ ବିଶ୍ଵାଳ, ରୁଦ୍ର ପ୍ରଧାନି, ଧବଲେଶ୍ୱର୍ ପଟେଲ, ହିମାଂଶୁ ପଣ୍ଡା, ରାଜ୍ୟ ପରିଷଦ ସଦସ୍ୟ ଅପ୍ରେଶ୍ ସ୍ୱାଇଁ, କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ପ୍ରାଣ କିଶୋର ପଣ୍ଡା, ମାଧବ ବାଗ, ପ୍ରମୁଖ ଓ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଓ ଜିଲ୍ଲା ର କାର୍ଯ୍ୟ କର୍ତ୍ତା ଓ ଚାଷୀ ମାନେ ଉପସ୍ଥିତ ଥିଲେ

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports