*ପୁଣି ୧୦ ରୁ ଗାଡ଼ି ଚେକିଂ କଡାକଡି ହେବ
*ବିକଟାଳ ହର୍ଣ୍ଣ ଓ କଲାକାଚ କାର ଯାଞ୍ଚ ହେବ କଡାକଡି
*କଳାକାଚ ଓ ବିକଟାଳ ହର୍ଣ ବ୍ୟବହାର କରୁଥିଲେ ଫାଇନ
*ମୋଟା ଅଙ୍କର ଜୋରିମାନା ନେଇ ସତର୍କ କଳା ପୋଲିସ
*ସିଟି ପାଇଁ special ଡ଼୍ରାଇଭର କରିବ କମିସେନରେଟ ପୋଲିସ
*ଚେକୀଙ୍ଗ ପୂର୍ବରୁ ସତର୍କ କଳା କମିସେନ ରେଟ ପୋଲିସ।
