ଦଶମ ଶ୍ରେଣୀ ଛାତ୍ରର ମୃତ ଦେହ ଠାବ

ଜୟପାଟଣା:୬/୩(ଗ୍ରାମୀଣ ଏକ୍ସପ୍ରେସ) ଦଶମ ଶ୍ରେଣୀ ଛାତ୍ର ଗତ କାଲି ଦିନ 3 ଘଣ୍ଟା ସମୟରୁ ନିଖୋଜ ହେଇ ଥିବା ଜଣା ପଡ଼ି ଥିଲା। ଘର ଲୋକ ଗତ କଲି ଠାରୁ ଖୋଜା ଖୋଜି ଆରମ୍ଭ..

Read Time

ଜୟପାଟଣା:୬/୩(ଗ୍ରାମୀଣ ଏକ୍ସପ୍ରେସ) ଦଶମ ଶ୍ରେଣୀ ଛାତ୍ର ଗତ କାଲି ଦିନ 3 ଘଣ୍ଟା ସମୟରୁ ନିଖୋଜ ହେଇ ଥିବା ଜଣା ପଡ଼ି ଥିଲା। ଘର ଲୋକ ଗତ କଲି ଠାରୁ ଖୋଜା ଖୋଜି ଆରମ୍ଭ କରି ଥିଲେ ଆଜି ସକାଳ ସମୟରେ କଲମପୁର ପୋଲିସ ଥାନାରେ ଏକ ଏତଲା ରୁଜୁ କରା ଯାଇ ଥିଲା ।ଗତକାଲି 3ଘଣ୍ଟା ସମୟରୁ ରାତି ସାରା ଖୋଜା ଖୋଜି ଆରମ୍ଭ କରି ଥିଲେ ।କିନ୍ତୁ ଆଜି ଖୋଜା ଖୋଜି କରିବା ପରେ ଆମଯୋର ଦଙ୍ଗରିଗୁଡ଼ା ବୁଢ଼ାରଜା ଜଙ୍ଗଲର ଏକ ଗଛରେ ମୃତ ଦେହ ଝୁଲି ଥିବା ଦେଖି ଥିବାର ଜଣା ପଡ଼ିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବାଣ୍ଡିଗାଁ ଗ୍ରାମପଞ୍ଚାୟତ ଆମଯୋର୍ ଗ୍ରାମର ଡଙ୍ଗରୀଗୁଡ଼ା ର ପଦ୍ମଲୋଚନ ରାଉତ ବୋଲି ଜଣା ପଡ଼ିଛି ବୟସ 16 ବର୍ଷ । ସେ ଜଣେ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣା ପଡ଼ିଛି। ଏହା ଏକ ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣା ପଡ଼ିବ

About the Author

Dambarudhar Avatar

Leave a Reply

Your email address will not be published. Required fields are marked *

Latest News

View All

About the Author

Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives

Access over the years of investigative journalism and breaking reports