ଧର୍ମଗଡ଼,୪/୨(ନିପ୍ର ), କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ ପହିଲପାର ଅଞ୍ଚଳର କେନ୍ଦ୍ରସ୍ଥଳ ଟିପିଗୁଡା ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଧର୍ମଗଡ଼ ସହକାରୀ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କୀଙ୍କୁ ଦାବିପତ୍ର ଦିଆଯାଇ ଥିବାବେଳେ ଏ ସମ୍ପର୍କିତ ଦାବିପତ୍ରର ନକଲ କଳାହାଣ୍ଡି ଜିଲ୍ଲପାଳ ଅନୁପସ୍ଥିତୀରେ ସହକାରୀ ଜିଲ୍ଲାପାଳ ତନ୍ମୟ ଦରୱାନଙ୍କୁ ପ୍ରଦାନ କରାଯାଇଛି।ଦାବିପତ୍ର ଦେବା ସମୟରେ ଟିପିଗୁଡା ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟି ସଭାପତି ସନ୍ତୋଷ ଭୋଇ, ଟିପିଗୁଡା ପୂର୍ବତନ ସରପଞ୍ଚ ଉଗ୍ରେସନ ନାଏକ, ଟିପିଗୁଡା ସମିତି ସଭ୍ୟା ଲତିକା ବାଗଙ୍କ ପ୍ରତିନିଧି ଚନ୍ଦ୍ର ବାଗ, ତେଜନ ଦୁର୍ଗା, ରାଜୀବ ହାତୀ , ସରୋଜ ନାଏକ, ଜଗତରାମ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ । ଟିପିଗୁଡା ଠାରେ ନୂତନ ବ୍ଲକ ଗଠନର ଯଥାର୍ଥତା ଦାବିକରି ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଦରୱାନଙ୍କୁ ବ୍ଲକ ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ ନିବେଦନ କରାଯାଇଥିଲା ।
ଜିଲ୍ଲାପାଳଙ୍କୁ ଭେଟିଲେ ଟିପିଗୁଡା ବ୍ଲକ କ୍ରିୟାନୁଷ୍ଠାନ କମିଟି
ଧର୍ମଗଡ଼,୪/୨(ନିପ୍ର ), କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ ପହିଲପାର ଅଞ୍ଚଳର କେନ୍ଦ୍ରସ୍ଥଳ ଟିପିଗୁଡା ଠାରେ ନୂତନ ବ୍ଲକ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଧର୍ମଗଡ଼ ସହକାରୀ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କୀଙ୍କୁ ଦାବିପତ୍ର..
Previous Post
Next Post
Latest News

Stay Connected
About the Author

AF themes
Easy WordPress Websites Builder: Versatile Demos for Blogs, News, eCommerce and More – One-Click Import, No Coding! 1000+ Ready-made Templates for Stunning Newspaper, Magazine, Blog, and Publishing Websites.

Search the Archives
Access over the years of investigative journalism and breaking reports
You May Have Missed

















Leave a Reply