ନ୍ୟାସନାଲ ହେରାଲ୍ଡ କେସରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ କେସରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ହୋଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଅଦାଲତ ଏହି ମାମଲାରେ କଂଗ୍ରେସର ଦୁଇ…

ନନ୍ଦଗା କୃଷି ସମିତି ର ସହସମ୍ପାଦକ ମନୋଜ ବଣିଆ ନିଲମ୍ବିତ

ଭବାନୀପାଟଣା:୧୧/୬(ଗ୍ରାମୀଣ ଏକ୍ସପ୍ରେସ )ଧର୍ମଗଡ଼ ବ୍ଲକ ଅଧୀନରେ ଅବସ୍ଥିତ ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତି ର ସହ ସମ୍ପାଦକ ମନୋଜ କୁମାର ବଣିଆଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।…

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

ଭବାନୀପାଟଣା:୯/୬(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି…

କଳାହାଣ୍ଡି ଜିଲ୍ଲା IAS ଅଫିସର୍ ଭିଜିଲାନ୍ସ ଜାଲରେ

ଧର୍ମଗଡ:୮/୬(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା IAS ଅଫିସର୍ ଭିଜିଲାନ୍ସ ଜାଲରେ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଧରାପଡ଼ିଛନ୍ତି,ଜୟପାଟଣା ଅଞ୍ଚଳର ଜଣେ…

ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ମାଳତୀ ଙ୍କ ପରିବାର

କଳାହାଣ୍ଡି: (କୋକସରା)୭/୬ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅର୍ନ୍ତଗତ ଆଇଁଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୁଃଖଦ ଘଟଣା। ଜଣେ ନବବିବାହିତା ମହିଳା ଙ୍କ ମୃତ୍ୟୁ…

ବିଜମରା ପଞ୍ଚାୟତର ସରକାରୀ ସୁବିଧାରୁ ବଞ୍ଚିତ ୬୫ବର୍ଷୀୟ ତ୍ରିନାଥ ବାଣୁଆ

କଳାହାଣ୍ଡି:୬/୦୬(ଗ୍ରାମୀଣ ଏକ୍ସପ୍ରେସ)ବିଜମରା ପଞ୍ଚାୟତର ଚଞ୍ଚରାପଡ଼ା ଅଞ୍ଚଳ ଅନ୍ତର୍ଗତ ଦୁଲକିବନ୍ଧ ଗ୍ରାମର ୬୫ବର୍ଷୀୟ ତ୍ରିନାଥ ବାଣୁଆ ବାର୍ଦ୍ଧକ୍ୟ ପେନସନ ସମେତ ଗୁରୁତ୍ୱପୂର୍ଣ୍ଣ ସରକାରୀ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ହେଉଥିବା…

୧୮ ଦିନ ପରେ ନିଖୋଜ ଥିବା ମୁଣ୍ଡକୁ ଖୋଜି ପାରି ପାରିଛି ODRAF ଟିମ

କଳାହାଣ୍ଡି ୩୦/୦୫/(ଗ୍ରାମୀଣ ଏକ୍ସପ୍ରେସ)ମୁଣ୍ଡ ବିହୀନ ଶବକୁ ପୋଖରୀରୁ ଉଦ୍ଧାର କରିଥିଲା କଳାହାଣ୍ଡି ପୋଲିସ, ତିନି ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଆଜି ମୁଣ୍ଡକୁ ମଧ୍ୟ ଉଦ୍ଧାର କରିଛି…

କଲମପୁରର ସର୍ଗିପଡ଼ା ଗାଁରେ ବରଗଛ ଭାଙ୍ଗି ପଡ଼ିଲା କଅଳ୍ପକେ ବର୍ତି ଯାଇ ଥିଲେ ଲୋକେ !!

କଲମପୁର:୨୯/୦୫(ଗ୍ରାମୀଣ ଏକ୍ସପ୍ରେସ)ଏକ ସୌଭାଗ୍ୟବଶତଃ,ଆଜି ଅପରାହ୍ନ ସମୟରେ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକର ମିନଗୁର ପଞ୍ଚାୟତରେ ଅବସ୍ଥିତ ସର୍ଗିପଡ଼ା ଗାଁରେ ଏକ ବଡ଼ ବରଗଛ ଭାଙ୍ଗି ପଡ଼ିଲା।ଏହି ଘଟଣା…

ପୋଖରୀରୁ ନିଖୋଜ ବ୍ୟକ୍ତି ର ମୁଣ୍ଡ ବିହନ ଶବ ଉଦ୍ଧାର,ଗୁଣିଗାରିଡ଼ି ସନ୍ଧେହ

କଳାହାଣ୍ଡି:୨୯/୦୫(ଗ୍ରାମୀଣ ଏକ୍ସପ୍ରେସ)କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦେପୁର ଗ୍ରାମରେ ହୃଦୟବିଦରକ ଘଟଣା ଦେଖିବାକୁ ମିଳିଛି।ଗୁଣିଗାରିଡି ସନ୍ଦେହରେ ଏକ ହତ୍ୟାକାଣ୍ଡ ଘଟିଛି।ଏକ ପୋଖରୀରୁ ମୁଣ୍ଡ ବିହନ ଗଳିତ…

ମିନଗୁର ମଣ୍ଡିରେ ପାନୀୟ ଜଳ ସମସ୍ୟା

କଲମପୁର:୨୭/୦୫(ଗ୍ରାମୀଣ ଏକ୍ସପ୍ରେସ) ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁଁ ଜନଜୀବନ ଅତିଷ୍ଟ, ଗ୍ରୀଷ୍ମ ଋତୁରେ ସ୍ଥାନେ ସ୍ଥାନେ ପିଇବା ପାଣି ଜଲଛତ୍ର ଯୋଗାଇ ଦିଆଯାଉଛି,ହେଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ…