Site icon Gramin Express

ବିନିକା ବ୍ଲକ ସ୍ତରୀୟ କୃଷୀ ବିଭାଗ ଆତ୍ମା (ATMA) ତରଫରୁ ଗ୍ରାମାଞ୍ଚଳର କୁକୁଡ଼ା ପାଳନ ପ୍ରଶିକ୍ଷଣ ଶିବିର

ସୋନପୁର:ତା-୦୧-୧୦-୨୦୨୬(ଗ୍ରାମୀଣ ଏକ୍ସପ୍ରେସ)ରିଖ ଚାଷୀମାନଙ୍କର କୁକୁଡ଼ା ପାଳନ ପ୍ରଶିକ୍ଷଣ ଶିବିର ବିନିକା କୃଷି ପରାମର୍ଶ କେନ୍ଦ୍ର ଠାରେ ଆତ୍ମା (ATMA) ତରଫରୁ କୁକୁଡ଼ା ପାଳନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରକୁ ବିନିକା ବ୍ଲକ କୃଷି ଅଧିକାରୀ ଜ୍ଯୋତି ରଞ୍ଜନ ପଧାନ(B.A.O), ସହକାରୀ କୃଷି ଅଧିକାରୀ କିଶାନ ନାରାୟଣ ବେହେରା (A.A.O) ଓ ବିନିକା ପ୍ରାଣୀ ଚିକିତ୍ସକ ରମ୍ୟମୀନା ଭଲ୍ଲୀ (A.V.O) ଯୋଗଦେଇ ଗ୍ରାମାଞ୍ଚଳ କୋଡ଼ିଏ ଜଣ ଚାଷୀଙ୍କୁ କୁକୁଡ଼ା ପାଳନ କରି ଗ୍ରାମାଞ୍ଚର ଚାଷୀମାନେ କିପରୀ ସ୍ୱାବଲମ୍ବୀ ଏବଂ ଲାଭବାନ ହେବେ ତାଲିମ ପ୍ରଦାନ କରିଥଲେ ଓ ସେମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଆତ୍ମା (ATMA) କାର୍ଯ୍ୟକ୍ରମରେ ସହଯୋଗ କରିଥଲେ ଗ୍ରାମ୍ୟ କୃଷି କର୍ମଚାରୀ (V.A.W) ଭାଗିରଥୀ ମାଝି ଏବଂ ସହାୟକ ବୈଷୟିକ ପରିଚାଳକ ପ୍ରକାଶ ସାହୁ ଉପସ୍ଥିତ ଥିଲେ।

Exit mobile version