ଜୟପାଟଣା:୧୩/୨(ଡମ୍ବରୁ ଧର ଦୁର୍ଗା)ସହାୟ ଦମ୍ପତିଙ୍କ କରୁଣ କ୍ରନ୍ଦନ, ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡିଗାଁ ପଞ୍ଚାୟତର ଆମଜୋର୍ ଗାଁ ରେ ରହି ଆସୁ ଥିବା ଭୁବନେଶ୍ଵର ଦୁର୍ଗା ଏବଂ ତାଙ୍କ ସ୍ତ୍ରୀ ବିମଳା ଦୁର୍ଗା । ପରିଚୟ ପତ୍ରର ତ୍ରୁଟି ପାଇଁ ଆର୍ଥିକ ଅଭାବ ଯୋଗୁଁ ସେମାନେ ଭିକ୍ଷା ମାଗିବା ପାଇଁ ଦାଣ୍ଡ ଦାଣ୍ଡ ବୁଲିବାକୁ ବାଧ୍ୟ ହେଉଥିଲେ , ଗ୍ରାମୀଣ ଏକ୍ସପ୍ରେସ ନିୟୁଜ ପ୍ରସାରଣ ପରେ ଚେଇଁ ଉଠିଲା ପ୍ରଶାସନ ଏବଂ ବୃଦ୍ଧ ଯେ କି କଥା ମଧ୍ୟ କହି ପାରୁ ନଥିଲେ ତାଙ୍କୁ ଆଜି ମିଳିଛି ବାର୍ଦ୍ଧକ୍ୟ ଭତ୍ତା। ସେ କଥା ମଧ୍ୟ କହି ପାରୁ ନାହାନ୍ତି, ତାଙ୍କ ସ୍ତ୍ରୀ ବିମଳା ଦୁର୍ଗା ଆପଣ ମାନଙ୍କ ପ୍ରଚେଷ୍ଟା ଫଳରେ ଆଜି ମୋ ସ୍ବାମୀ ଭତ୍ତା ପାଇ ପାରିଲେ ବୋଲି ଖୁସି ଅଛୁ ବୋଲି ଆମ ଚ୍ୟାନେଲ ଆଗରେ ପରିପ୍ରକାଶ କରିଥିଲେ
ଗ୍ରାମୀଣ ଏକ୍ସପ୍ରେସ ର ମହା ପ୍ରଭାବ

